ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପୁନର୍ବାସ କେନ୍ଦ୍ର ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅର୍ଥ : ଯେଉଁ ସ୍ଥାନରେ ମାଲିସ,ବ୍ୟାୟାମ,ପ୍ରାକୃତିକ ଚିକିତ୍ସା ଆଦି ଦ୍ବାରା କୌଣସି ରୋଗ ବିଶେଷତଃ ଶାରୀରିକ ଅକ୍ଷମତାର ଚିକିତ୍ସା କରାଯାଏ

ଉଦାହରଣ : ରମେଶ ମାସେକାଳ ଗୋଟିଏ ପୁନର୍ବାସ କେନ୍ଦ୍ରରେ ରହି ଆସିଲା

ସମକକ୍ଷ : ପୁନର୍ବାସ କେଂଦ୍ର


ଅନ୍ୟ ଭାଷାରେ ଅନୁବାଦ :

वह स्थान जहाँ मालिश, व्यायाम, प्राकृतिक चिकित्सा आदि के द्वारा किसी रोग विशेषकर शारीरिक अक्षमता की चिकित्सा की जाती है।

रमेश एक महीने तक एक पुनर्वास केंद्र में रह कर आया है।
पुनर्वास केंद्र, पुनर्वास केन्द्र

A place where some particular activity is concentrated.

They received messages from several centers.
center, centre