ଅର୍ଥ : ଯେଉଁ ପ୍ରକ୍ରିୟାରେ କ୍ଷୟ ହୋଇଥିବା ଶକ୍ତି ପୁନଃ ପ୍ରାପ୍ତ ହୁଏ
ଉଦାହରଣ :
ବର୍ଷା ହେବାମାତ୍ରେ ଶୁଖିଲା ଭୂଇଁ ପୁନର୍ଜୀବନ ପାଏ
ସମକକ୍ଷ : କାୟାକଳ୍ପ
ଅନ୍ୟ ଭାଷାରେ ଅନୁବାଦ :
The phenomenon of vitality and freshness being restored.
The annual rejuvenation of the landscape.