ଅର୍ଥ : ହାତ,ଗୋଡ଼ ଆଦିରେ ମାରିବାର ପ୍ରକ୍ରିୟା
ଉଦାହରଣ :
ଗାଁ ଲୋକମାନେ ମାଡ଼ ଦେଇସାରି ଚୋରକୁ ପୋଲିସ ହାତରେ ଦେଇଦେଲେ
ସମକକ୍ଷ :
ଆଘାତ, ପ୍ରହାର, ବାଡ଼ିଆ, ମାଡ଼
ଅନ୍ୟ ଭାଷାରେ ଅନୁବାଦ :
हाथ, पैर आदि से मारने की क्रिया।
ग्रामीणों ने कुटाई के बाद चोर को पुलिस के हवाले कर दिया।
कुटाई,
कूटना