ଅର୍ଥ : ଏକ ପ୍ରକାରର ପାଲିଙ୍କି
ଉଦାହରଣ :
ବର ପାଲିଙ୍କିରେ ବସିଥିଲା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଏକ ପ୍ରକାର ସବାରୀ ଯାହା ବେହେରାମାନେ କାନ୍ଧରେ ବୋହିକରି ନିଅନ୍ତି
ଉଦାହରଣ :
କନ୍ୟା ସବାରୀରେ ବସିଛି
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ବଡ ସିନ୍ଦୁକ ପରି ଦୋଳିଠୁ ଟିକେ ଭିନ୍ନ ଏକ ପ୍ରକାରର ସବାରୀ ଯାହାକୁ ସବାରିଆ କାନ୍ଧରେ ବୋହିକରି ନିଅନ୍ତି
ଉଦାହରଣ :
ରାଜା ପାଲିଙ୍କିରେ ବସି ନଗର ଭ୍ରମଣ କରିବାକୁ ବାହାରିଲେ
ସମକକ୍ଷ : ଶିବିକା
ଅନ୍ୟ ଭାଷାରେ ଅନୁବାଦ :