ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପାଗଳଖାନା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପାଗଳଖାନା   ବିଶେଷ୍ୟ

ଅର୍ଥ : ଯେଉଁ ସ୍ଥାନରେ ପାଗଳମାନଙ୍କ ଚିକିତ୍ସା କରାଯାଏ ଏବଂ ସେମାନଙ୍କୁ ସେଇଠି ରଖାଯାଏ

ଉଦାହରଣ : ଶ୍ୟାମର ମାନସିକ ସନ୍ତୁଳନ ବିଗିଡ଼ିଯିବାରୁ ତାକୁ ପାଗଳଖାନାରେ ଭର୍ତ୍ତି କରାଗଲା

ସମକକ୍ଷ : ପାଗଳଗାରଦ


ଅନ୍ୟ ଭାଷାରେ ଅନୁବାଦ :

वह स्थान जहाँ पागलों की चिकित्सा की जाती है,और उन्हें वहीं रखा जाता है।

श्याम का मानसिक संतुलन बिगड़ जाने के कारण उसे पागलखाने में भर्ती कराया गया।
पागलख़ाना, पागलखाना

A hospital for mentally incompetent or unbalanced person.

asylum, insane asylum, institution, mental home, mental hospital, mental institution, psychiatric hospital