ଅର୍ଥ : ପ୍ରାପ୍ତ କରୁଥିବା ବା ପାଉଥିବା ବ୍ୟକ୍ତି
ଉଦାହରଣ :
ପ୍ରାପକ ବ୍ୟକ୍ତିଙ୍କ ନାମ ଚିଠି ଉପରେ ସ୍ପଷ୍ଟ ଅକ୍ଷରରେ ଲେଖାହେବା ଆବଶ୍ୟକ
ସମକକ୍ଷ : ପ୍ରାପକ, ପ୍ରାପ୍ତକର୍ତ୍ତା
ଅନ୍ୟ ଭାଷାରେ ଅନୁବାଦ :
प्राप्त करने वाला या पाने वाला।
प्रापक व्यक्ति का नाम पत्र पर स्पष्ट अक्षरों में लिखा होना चाहिए।