ଅର୍ଥ : ଗ୍ରନ୍ଥର ଖଣ୍ଡ ବା ବିଭାଗ ଯେଉଁଥିରେ କେତେକ ଅଧ୍ୟାୟ ଥାଏ
ଉଦାହରଣ :
ମହାଭାରତର ପ୍ରଥମ ପର୍ବର ପ୍ରଥମ ଅଧ୍ୟାୟର ଏକ ଶ୍ଳୋକ କୁହନ୍ତୁ
ଅନ୍ୟ ଭାଷାରେ ଅନୁବାଦ :
ग्रंथ का खंड या विभाग जिसमें कई अध्याय हो सकते हैं।
महाभारत के प्रथम पर्व के प्रथम अध्याय का एक श्लोक बताइए।A self-contained part of a larger composition (written or musical).
He always turns first to the business section.ଅର୍ଥ : ଭୋଜି ବା ଉତ୍ସବ ପାଳନ ନିମନ୍ତେ ଯେଉଁ ଦିନ ବା ସମୟ ଅଲଗା ରଖାଯାଇଥାଏ
ଉଦାହରଣ :
ଇଦ ଉତ୍ସବ ପୁଣି କେବେ ଆସିବ?
ଅନ୍ୟ ଭାଷାରେ ଅନୁବାଦ :
A day or period of time set aside for feasting and celebration.
festival