ଅର୍ଥ : ଯେଉଁ କାନ ରୋଗରେ କାନ ମୁଣ୍ଡାର ଚମଡ଼ା ଫୁଲି ଈଷତ କଳାମିଶା ନାଲି ରଙ୍ଗ ହୋଇଯାଏ
ଉଦାହରଣ :
ପରିପୋଟ ରୋଗରେ ଅତ୍ୟନ୍ତ ଯନ୍ତ୍ରଣା ହୁଏ
ସମକକ୍ଷ :
ପରିପୋଟ, ପରିପୋଟିକା
ଅନ୍ୟ ଭାଷାରେ ଅନୁବାଦ :
कान का एक रोग जिसमें लौक का चमड़ा सूजकर स्याही लिए हुए लाल रंग का हो जाता है।
परिपोट में बहुत दर्द होता है।
परिपोट,
परिपोटक,
परिपोटिका