ଅର୍ଥ : କୌଣସି ବିଶିଷ୍ଟ କାର୍ଯ୍ୟ ଅଥବା ବ୍ୟବସ୍ଥା ଆଦି ନିମନ୍ତେ ଗଠିତ ସମିତି
ଉଦାହରଣ :
କାଲି ପରିଚାଳନା ସମିତିର ସଦସ୍ୟମାନଙ୍କ ବୈଠକ ହେବ
ସମକକ୍ଷ : କାର୍ଯ୍ୟକାରୀ ସମିତି
ଅନ୍ୟ ଭାଷାରେ ଅନୁବାଦ :
किसी विशिष्ट कार्य अथवा व्यवस्था आदि के निमित्त बनी हुई समिति।
कल कार्य-कारिणी के सदस्यों की बैठक होगी।Persons who administer the law.
executive