ଅର୍ଥ : ମନ୍ଦିର ବା ପବିତ୍ର ସ୍ଥାନଆଦିର ଚାରିପାଖ ବୁଲିବା ନିମନ୍ତେ ତିଆରି ହୋଇଥିବା ରାସ୍ତା
ଉଦାହରଣ :
ପରିକ୍ରମା ମାର୍ଗରେ ଯିବାବେଳେ ଆମେ କେତେକ ଦେବତାଙ୍କୁ ଦର୍ଶନ କଲୁ
ସମକକ୍ଷ : ପରିକ୍ରମା ପଥ, ପ୍ରଦକ୍ଷିଣ ମାର୍ଗ
ଅନ୍ୟ ଭାଷାରେ ଅନୁବାଦ :
मंदिर या पवित्र स्थान आदि के चारों तरफ घूमने के लिए बना हुआ मार्ग।
परिक्रमा-मार्ग से होते हुए हमने कई देवताओं के दर्शन किए।