ଅର୍ଥ : ଗୋଟିଏ ରାଗିଣୀ
ଉଦାହରଣ :
ସଙ୍ଗୀତଜ୍ଞ ପଞ୍ଚମୀ ସମ୍ବନ୍ଧରେ ବିସ୍ତୃତରେ କହୁଥିଲେ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଚାନ୍ଦ୍ର ମାସର କୌଣସି ପକ୍ଷର ପଞ୍ଚମ ତିଥି
ଉଦାହରଣ :
ଭାରତରେ ଶ୍ରାବଣ ଶୁକ୍ଳପଞ୍ଚମୀ ଦିନ ନାଗ ପଞ୍ଚମୀ ପର୍ବ ପରମ୍ପରାଗତ ଶ୍ରଦ୍ଧା ଏବଂ ବିଶ୍ୱାସର ସହିତ ପାଳନ କରାଯାଏ
ସମକକ୍ଷ : ପଞ୍ଚମୀ ତିଥି
ଅନ୍ୟ ଭାଷାରେ ଅନୁବାଦ :
चान्द्र मास के किसी पक्ष की पाँचवी तिथि।
भारत में श्रावण शुक्ल पंचमी के दिन नाग पंचमी का पर्व परंपरागत श्रद्धा एवं विश्वास के साथ मनाया जाता है।An amount of time.
A time period of 30 years.