ଅର୍ଥ : ଆଖିଦ୍ୱାରା କରାଯାଉଥିବା ଭାବଭଙ୍ଗୀ
ଉଦାହରଣ :
ନୃତ୍ୟଆଦିରେ ନଟ ନେତ୍ରମୁଦ୍ରାଦ୍ୱାରା ନିଜର ଭାବ ପ୍ରକଟ କରିଥାଏ
ସମକକ୍ଷ : ଆଖିଠାଣୀ, ନେତ୍ରଛଟା, ନେତ୍ରଭଙ୍ଗିମା
ଅନ୍ୟ ଭାଷାରେ ଅନୁବାଦ :
आँख द्वारा बनाई जाने वाली भाव-भंगिमा।
नृत्य आदि में नेत्र मुद्रा द्वारा नट अपने भाव प्रकट करते हैं।