ଅର୍ଥ : ହଠଯୋଗର ଏକ ପ୍ରକାର, ଯେଉଁଥିରେ ନାକରେ ଡୋରି ବା ପାଣି ପୂରାଇ ଅନ୍ୟ ନାକ,କାନ ବା ପାଟିବାଟେ ବାହାର କରନ୍ତି
ଉଦାହରଣ :
ପ୍ରତିଦିନ ସକାଳୁ ନେତି କଲେ କେବେ ବି ଥଣ୍ଡା ହୁଏ ନାହିଁ
ସମକକ୍ଷ : ନେତି
ଅନ୍ୟ ଭାଷାରେ ଅନୁବାଦ :
हठयोग का एक भेद जिसमें नाक में रस्सी या पानी डालकर दूसरी नाक, कान या मुँह से बाहर निकाला जाता है।
रोज़ सुबह नेति करने से कभी सरदी-जुकाम नहीं होता।