ଅର୍ଥ : ଯେ ରାଜନୀତି କ୍ଷେତ୍ରରେ ନେତୃତ୍ୱ ନିଅନ୍ତି
ଉଦାହରଣ :
ସଂସଦର ଗାରିମାକୁ ବଜାୟ ରଖିବା ନେତାମାନଙ୍କର କାର୍ଯ୍ୟ
ସମକକ୍ଷ : ରାଜନେତା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ସବୁଥିରେ ପ୍ରଧାନ ବା ମୁଖ୍ୟ ବିଚାର କରାଯାଉଥିବା ବ୍ୟକ୍ତି
ଉଦାହରଣ :
ମୋହନ ଏହି ସଙ୍ଗଠନର ପ୍ରଧାନବ୍ୟକ୍ତି
ସମକକ୍ଷ : ପ୍ରଧାନ, ପ୍ରଧାନ ବ୍ୟକ୍ତି, ମୁଖିଆ, ସରଦାର
ଅନ୍ୟ ଭାଷାରେ ଅନୁବାଦ :