ଅର୍ଥ : ପାର୍ଶୀ ଲିପିରେ ବର୍ଣ୍ଣଗୁଡ଼ିକର ଉପରେ ବା ତଳେ ଲାଗୁଥିବା ବିନ୍ଦୁ
ଉଦାହରଣ :
ନୁକ୍ତା ଗୋଟିଏ,ଦୁଇଟି ବା ତିନୋଟି ହୋଇପାରେ
ସମକକ୍ଷ : ବିନ୍ଦୁ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ମାଛିମାନଙ୍କ ଦାଉରୁ ଘୋଡାମାନଙ୍କ ଆଖିକୁ ରକ୍ଷା କରିବାପାଇଁ ବନ୍ଧା ଯାଉଥିବା ଝାଲର
ଉଦାହରଣ :
ସଇସ ଘୋଡାର ଆଖି ଉପରେ ତିହ୍ଲରୀ ବାନ୍ଧୁଛି
ଅନ୍ୟ ଭାଷାରେ ଅନୁବାଦ :
An artifact that covers something else (usually to protect or shelter or conceal it).
covering