ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଭାବୀବରର ମଥାରେ ଟୀକା ଲଗାଇ ତାଙ୍କୁ କିଛି ଦିଆଯିବାଭଳି ବିବାହ ପକ୍କାକରିବାର ଏକ ରୀତି
ଉଦାହରଣ : ଆଜି ମୋ ସାଙ୍ଗର ନିର୍ବନ୍ଧ
ସମକକ୍ଷ : ଫଳଦାନ
ଅନ୍ୟ ଭାଷାରେ ଅନୁବାଦ :हिन्दी
विवाह पक्का करने की एक रीति जिसमें भावी वर के मस्तक पर टीका लगाकर उसे कुछ दिया जाता है।
ଅର୍ଥ : ହିନ୍ଦୁମାନଙ୍କର ବିବାହ ସମ୍ବନ୍ଧ ସ୍ଥିର କରିବାର ଏକ ପ୍ରଥା
ଉଦାହରଣ : ତାଙ୍କ ଭଉଣୀଙ୍କର ନିର୍ବନ୍ଧ ସରିଗଲା
ସମକକ୍ଷ : କଥାଦିଆ, ବାଗଦାନ
ଅନ୍ୟ ଭାଷାରେ ଅନୁବାଦ :हिन्दी English
हिन्दुओं में विवाह संबंध स्थिर करने की एक रस्म।
The act of becoming betrothed or engaged.
ସଂସ୍ଥାପନ କରନ୍ତୁ