ଅର୍ଥ : ମାନକ ପ୍ରସ୍ତୁତ କରିବା ବା କାର୍ଯ୍ୟବିଧି ନିର୍ଦ୍ଧାରଣରେ ମାର୍ଗଦର୍ଶନ କରାଉଥିବା ବିସ୍ତୁତଯୋଜନା ବା ସ୍ପଷ୍ଟୀକରଣ
ଉଦାହରଣ :
ବ୍ୟାଙ୍କ ଅଧିକାରୀ ନୂଆ ନିର୍ଦେଶ-ନାମା ପଠାଇଛନ୍ତି
ସମକକ୍ଷ : ନିର୍ଦେଶ-ନାମା, ନିର୍ଦେଶନାମା, ମାର୍ଗପନ୍ଥା
ଅନ୍ୟ ଭାଷାରେ ଅନୁବାଦ :
मानक तैयार करने या कार्यविधि निर्धारण में मार्गदर्शन करने वाली विस्तृत योजना या स्पष्टीकरण।
बैंक अधिकारी ने नए दिशा-निर्देश भेजे हैं।