ଅର୍ଥ : ପ୍ରତ୍ୟେକ ମୁହୂର୍ତ୍ତ ବା ପ୍ରତ୍ୟେକ ସମୟ
ଉଦାହରଣ :
ଆମେ ସବୁବେଳେ ସତ କହିବା
ସମକକ୍ଷ : ଅନବଧି, ଅନବରତ, ଅହରହ, ଅହର୍ନିଶ, ଦିନରାତି, ନିଶିଦିବସ, ସଦାବେଳେ, ସବୁବେଳେ, ସବୁସମୟରେ, ସର୍ବଦା, ହରଦମ
ଅନ୍ୟ ଭାଷାରେ ଅନୁବାଦ :
हर एक पल या हर समय।
हमें हमेशा सत्य बोलना चाहिए।ଅର୍ଥ : ବିନା ବିରାମରେ, ବିନା କ୍ରମଭଙ୍ଗରେ ବା ନ ଅଟକି
ଉଦାହରଣ :
ଦୁଇ ଘଣ୍ଟା ଧରି ଲଗାତାର ବର୍ଷା ହେଉଛି ସଚିନ ଲାଗଲାଗ ଛକା ଲଗେଇଚାଲିଛି
ସମକକ୍ଷ : ଅନବରତ, ଅବିରତ, ଅବିରାମ, ଅବିଶ୍ରାନ୍ତ, ଅହରହ, ଧମାଧମ, ଲଗାତାର, ଲାଗଲାଗ
ଅନ୍ୟ ଭାଷାରେ ଅନୁବାଦ :
बिना विराम के या बिना रुके या बिना क्रम-भंग के।
दो घंटे से लगातार बारिश हो रही है।ଅର୍ଥ : କ୍ରମରେ ଆସିଥିବା
ଉଦାହରଣ :
କ୍ରମାଗତ ହାରିବାପରେ ସେନାର ମନୋବଳ ଭାଙ୍ଗିଗଲା
ସମକକ୍ଷ : କ୍ରମାଗତ, ଧାରାବାହିକ, ନିରବଚ୍ଛିନ
ଅନ୍ୟ ଭାଷାରେ ଅନୁବାଦ :
ठीक क्रम या बारी से आया हुआ।
दर्शकों ने क्रमागत खिलाड़ियों का तालियों से स्वागत किया।In regular succession without gaps.
Serial concerts.ଅର୍ଥ : ନ ଅଟକି ନିରନ୍ତରଭାବେ ଆଗକୁ ବଢ଼ୁଥିବା ବା ଚାଲୁଥିବା
ଉଦାହରଣ :
ଶ୍ରୀମତୀ ମଲ୍ଲିକ ଅନର୍ଗଳ ଭାଷଣ ଦିଅନ୍ତି
ସମକକ୍ଷ : ଅନବରତ, ଅନର୍ଗଳ, ଅବିରାମ, ନିରବଚ୍ଛିନ
ଅନ୍ୟ ଭାଷାରେ ଅନୁବାଦ :
धारा के रूप में बिना रुके आगे बढ़ने या चलने वाला।
श्रीमती मल्लिक धारा प्रवाह भाषण देती हैं।