ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଆଜ୍ଞା, ଅଧିକାରଆଦି କ୍ଷେତ୍ରରେ କାହାତଳେ ରହିବା ଲୋକ
ଉଦାହରଣ : ନିଜ ଅଧୀନ କର୍ମଚାରୀମାନଙ୍କ ସହିତ ମୀରାର ବ୍ୟବହାର ଭଲ ନାହିଁ
ସମକକ୍ଷ : ଅଧସ୍ତନ, ଅଧୀନ
ଅନ୍ୟ ଭାଷାରେ ଅନୁବାଦ :हिन्दी
आज्ञा, अधिकार आदि में किसी के नीचे रहने वाला।
ଅର୍ଥ : ପଦ, ମର୍ଯ୍ୟଦା ବା ଅବସ୍ଥାରେ ଛୋଟ
ଉଦାହରଣ : ସେ ନିଜର କନିଷ୍ଠ ସହକର୍ମୀମାନଙ୍କ ସହିତ ଭଲ ସମ୍ପର୍କ ରଖେ
ସମକକ୍ଷ : ଅଧସ୍ତନ, କନିଷ୍ଠ
जो पद, मर्यादा, योग्यता आदि में छोटा या दूसरों से घटकर हो।
ସଂସ୍ଥାପନ କରନ୍ତୁ