ଅର୍ଥ : କୌଣସି କାମରେ ସମ୍ମିଳିତ ହେବାପାଇଁ କାହାକୁ ଆଦର ପୂର୍ବକ କହିବା କିମ୍ବା ଡକାଇବାର କ୍ରିୟା
ଉଦାହରଣ :
ଶୀଲାର ନିମନ୍ତ୍ରଣ ରକ୍ଷାକରି ମୁଁ ଏହି କାମରେ ଭାଗ ନେଲି
ସମକକ୍ଷ : ଅଭିମନ୍ତ୍ରଣ
ଅନ୍ୟ ଭାଷାରେ ଅନୁବାଦ :
A request (spoken or written) to participate or be present or take part in something.
An invitation to lunch.ଅର୍ଥ : ଶୁଭ ଇତ୍ୟାଦି କାମରେ ସମ୍ମିଳିତ ହେବାପାଇଁ ବନ୍ଧୁବାନ୍ଧବଆଦିଙ୍କୁ ନିଜ ପାଖକୁ ଡକାଇବା କ୍ରିୟା
ଉଦାହରଣ :
ଆଜି ମୋ ବନ୍ଧୁଙ୍କଠାରୁ ନିମନ୍ତ୍ରଣ ଆସିଛି
ସମକକ୍ଷ : ଆମନ୍ତ୍ରଣ
ଅନ୍ୟ ଭାଷାରେ ଅନୁବାଦ :
A request (spoken or written) to participate or be present or take part in something.
An invitation to lunch.