ଅର୍ଥ : କୌଣସି କାମ ଆଦିରେ କ୍ଷତି ବା ହାନିହେବା
ଉଦାହରଣ :
ଏହିକାମରେ ରାମର ଅନେକ କ୍ଷତିହେଲା
ସମକକ୍ଷ : ଅପଚୟ ହେବା, କ୍ଷତିହେବା, ନଷ୍ଟହେବା, ହାନିହେବା
ଅନ୍ୟ ଭାଷାରେ ଅନୁବାଦ :
किसी काम आदि में नुकसान या हानि उठाना।
इस धंधे में राम ने बहुत नुकसान उठाया।Suffer failure, as in some enterprise.
shipwreck