ଅର୍ଥ : ୧୭୩୮ରେ ଦିଲ୍ଲୀ ଉପରେ ଆକ୍ରମଣ କରିଥିବା ଜଣେ କ୍ରୂର ଆଫଗାନୀ ଶାସକ
ଉଦାହରଣ :
୧୭୩୯ରେ ନାଦିରଶାହା ଦିଲ୍ଲୀରେ ନିଜ ସୈନିକମାନଙ୍କଦ୍ୱାରା ଲକ୍ଷଲକ୍ଷ ଲୋକଙ୍କୁ ହତ୍ୟା କରିଥିଲେ
ସମକକ୍ଷ : ମହମ୍ମଦ ନାଦିରଶାହା
ଅନ୍ୟ ଭାଷାରେ ଅନୁବାଦ :
एक अफगानी क्रूर शासक जिसने १७३८ में दिल्ली पर आक्रमण किया था।
१७३९ में नादिरशाह ने दिल्ली में अपने सैनिकों से लाखों लोगों की हत्या करवाई थी।