ଅର୍ଥ : ଯେଉଁ ମାନେ ସୈନିକ ନୁହନ୍ତି କିନ୍ତୁ ବ୍ୟବସାୟିକ ରୂପେ ସୈନ୍ୟ ପ୍ରଶିକ୍ଷଣ ନେଇଛନ୍ତି
ଉଦାହରଣ :
ଆବଶ୍ୟକ ହେଲେ ସରକାର ନାଗରିକ ସେନାଙ୍କର ସହାୟତା ନେଇପାରନ୍ତି
ଅନ୍ୟ ଭାଷାରେ ଅନୁବାଦ :
* वे लोग जो व्यावसायिक रूप से सैनिक न हों पर जिन्हें सैन्य प्रशिक्षण मिला हो।
आवश्यकता होने पर सरकार नागरिक सेना की सहायता ले सकती है।