ଅର୍ଥ : ଧାତୁ ନିର୍ମିତ ନଳୀ ଯେଉଁଥିରେ ସହରର ଘରଘରକୁ ଗାଧୋଇବା, ଧୋଇବା, ପିଇବାଆଦିର ପାଣି ପହଞ୍ଚେ
ଉଦାହରଣ :
ଏପର୍ଯ୍ୟନ୍ତ ନଳରେ ପାଣି ଆସିନାହିଁ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଜଳବାହିକାର ଏହି ନାଳ ଯେଉଁଥିରେ କଳ ଲାଗିଥାଏ ଏବଂ ଯାହାର ବୋତାମ ଟିପିଲେ ବା ଘୂରାଇଲେ ପାଣି ବାହାରେ
ଉଦାହରଣ :
ନଳକୁ ଖୋଲା ରଖିବା ଅନୁଚିତ
ଅନ୍ୟ ଭାଷାରେ ଅନୁବାଦ :
जलवाहिनी का वह सिरा जिसमें टोंटी लगी होती है और जिसका पेंच दबाने या घुमाने से पानी निकलता है।
नल को खुला नहीं छोड़ना चाहिए।ଅର୍ଥ : ଜଣେ ଦାନବ
ଉଦାହରଣ :
ସିଂହିକାଙ୍କ ଗର୍ଭରୁ ନଳ ଜନ୍ମ ହୋଇଥିଲା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ସମୁଦ୍ର ଉପରେ ସେତୁ ନିର୍ମାଣ କରିଥିବା ରାମଙ୍କ ସେନାର ଜଣେ ବାନର
ଉଦାହରଣ :
ନଳ ଜଣେ କୁଶଳୀ ଶିଳ୍ପୀ ଥିଲେ
ଅନ୍ୟ ଭାଷାରେ ଅନୁବାଦ :
An imaginary being of myth or fable.
mythical beingଅର୍ଥ : ନିଷଧ ଦେଶର ରାଜା ବୀରସେନଙ୍କ ପୁତ୍ର
ଉଦାହରଣ :
ବିଦର୍ଭ ରାଜା ଭୀମସେନଙ୍କ କନ୍ୟା ଦମୟନ୍ତୀଙ୍କ ସହ ନଳଙ୍କ ବିବାହ ହୋଇଥିଲା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଯୁଦ୍ଧ ସମୟରେ ଘୋଡା ପିଠିରେ ରଖି ବଜାଯାଉଥିବା ପ୍ରାଚୀନ କାଳର ଗୋଟିଏ ପ୍ରକାରର ବାଜା
ଉଦାହରଣ :
କିଲ୍ଲାର ପ୍ରାଚୀରରେ ନଳର ଚିତ୍ର ରହିଛି
ଅନ୍ୟ ଭାଷାରେ ଅନୁବାଦ :
प्राचीन काल का एक प्रकार का बाजा जिसे युद्ध के समय घोड़े की पीठ पर रखकर बजाया जाता था।
किले की दीवार पर नल का चित्र बना है।