ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଦଶବର୍ଷରୁ ଅଧିକ ବୟସର ଅବିବାହିତା ଝିଅ
ଉଦାହରଣ : ବାଡ଼ୁଅଝିଅ ନିମନ୍ତେ ଅନେକ ପ୍ରସ୍ତାବ ଆସୁଛି
ସମକକ୍ଷ : ଅଭିଆଡ଼ୀ ଝିଅ, କୁମାରୀ, ବାଡ଼ୁଅଝିଅ, ବଢ଼ିଲାଝିଅ
ଅନ୍ୟ ଭାଷାରେ ଅନୁବାଦ :हिन्दी
दस वर्ष से अधिक उम्र की अविवाहिता लड़की।
ଅର୍ଥ : ଏବେ ଯୁବାବସ୍ଥାରେ ପାଦ ରଖିଥିବା ଯୁବତୀ
ଉଦାହରଣ : ଏବର୍ଷ ଭାରତର ଜଣେ ଅତି ସୁନ୍ଦର ନବଯୁବତୀ ବିଶ୍ୱସୁନ୍ଦରୀ ଉପାଧି ପାଇଲେ
ସମକକ୍ଷ : ନବଯୌବନା
वह युवती जिसने अभी युवावस्था में कदम रखी हो।
ସଂସ୍ଥାପନ କରନ୍ତୁ