ଅର୍ଥ : କୌଣସି କାମ କଲାବେଳେ ଧୈର୍ଯ୍ୟ ନରଖିବା
ଉଦାହରଣ :
ଭାରତୀୟ ସେନା ସମ୍ମୁଖରେ ଶତ୍ରୁ ସେନାର ଧୈର୍ଯ୍ୟ ତୁଟିଗଲା
ସମକକ୍ଷ : ଧୈର୍ଯ୍ୟ ଭାଙ୍ଗିଯିବା
ଅନ୍ୟ ଭାଷାରେ ଅନୁବାଦ :
किसी काम को करते समय धैर्य न रख पाना।
भारतीय सेना के आगे शत्रु सेना का धैर्य टूट गया।