ଅର୍ଥ : ଯେଉଁ ସ୍ଥାନରେ ଧର୍ମ ସମ୍ବନ୍ଧୀୟ କାର୍ଯ୍ୟ କରାଯାଏ
ଉଦାହରଣ :
ପୁରୀ ଏକ ଗୋଟିଏ ଧର୍ମସ୍ଥଳ
ସମକକ୍ଷ : ଧର୍ମ ଜାଗା, ଧର୍ମ ସ୍ଥାନ, ଧର୍ମସ୍ଥଳ
ଅନ୍ୟ ଭାଷାରେ ଅନୁବାଦ :
वह स्थान जहाँ धर्म संबंधी कार्य किये जाते हैं।
गया एक धार्मिक स्थल है।A place of worship hallowed by association with some sacred thing or person.
shrine