ଅର୍ଥ : ଭଲ କାମ କରିବା ଢଙ୍ଗ
ଉଦାହରଣ :
ତାକୁ କୌଣସି କାମର ବ୍ୟବହାର ଜଣାନାହିଁ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଗୋଟିଏ ପରେ ଗୋଟିଏ ଘଟୁଥିବା ଘଟଣା ବା ଲଗାତାରଭାବେ ବିଚାରଆଦିର ପ୍ରଭାବଶାଳୀ କ୍ରମ
ଉଦାହରଣ :
ଏହି ଲେଖାରେ ଲେଖକଙ୍କ ବିଚାରଶକ୍ତିର ପ୍ରବାହ ରହିଛି କାବ୍ୟଗୋଷ୍ଠୀରେ କବିତାଗୁଡ଼ିକର ଧାରା ଶ୍ରୋତାମାନଙ୍କୁ ବାନ୍ଧିରଖିଥିଲା
ସମକକ୍ଷ : ପ୍ରବାହ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ପ୍ରବାହିତ ହେଉଥିବା ବା ପ୍ରବାହିତ ତରଳ ପଦାର୍ଥ
ଉଦାହରଣ :
ନଦୀର ଧାରାକୁ ରୋକି ବନ୍ଧ ବନ୍ଧାଯାଏ
ସମକକ୍ଷ : ପ୍ରବାହ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଯାହା ପ୍ରଚୁର ପରିମାଣରେ ବା ବହୁମାତ୍ରାରେ ଅଚାନକ ବା ପ୍ରଚଣ୍ଡ ରୂପରେ ବାହାରି ଆସେ
ଉଦାହରଣ :
ତା ମୁହଁରୁ ବାହାରୁଥିବା ଭର୍ତ୍ସନାର ସ୍ରୋତ ବନ୍ଦ ହେଉନାହିଁ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଅନେକଦିନରୁ ଚଳିଆସୁଥିବା କିଛି ପରମ୍ପରା, ରୀତି ବା ବିଧି ଆଦି ପ୍ରସଙ୍ଗଗୁଡିକ ମଧ୍ୟରେ କେତୋଟି ପ୍ରତିଷ୍ଠା ବା ମର୍ଯ୍ୟଦା ସୂଚକ ହୋଇଥିବାବେଳେ ଅନ୍ୟ କେତୋଟିର ପ୍ରସଙ୍ଗଗୁଡିକୁ ବର୍ଜନୀୟ ତଥା ନିନ୍ଦନୀୟ ରୂପେ ଗ୍ରହଣ କରାଯାଏ
ଉଦାହରଣ :
କେହିତ ଜଣେ ଅଛି ଯେ ନିୟମରୁ ଅପସରି ଚିନ୍ତା କରେ
ସମକକ୍ଷ : ଚଳଣି, ନିୟମ, ପରମ୍ପରା, ଶୃଙ୍ଖଳା
ଅନ୍ୟ ଭାଷାରେ ଅନୁବାଦ :
आचरण या लोक-व्यवहार के क्षेत्र में बहुत दिनों से चली आई हुई कोई परम्परा, रीति या विधि जो कुछ प्रसंगों में तो प्रतिष्ठा या मर्यादा का सूचक होती है और कुछ प्रसंगों में त्याज्य तथा निंदनीय भी मानी जाती है।
कोई तो है जो लीक से हटकर सोचता है।ଅର୍ଥ : ପ୍ରତିବଦ୍ଧତା ହେବାର ଅବସ୍ଥା ବା ଭାବ
ଉଦାହରଣ :
ବୈବାହିକ ପ୍ରତିବଦ୍ଧତାକୁ ପାଳନ କରିବା ଦରକାର
ସମକକ୍ଷ : ପ୍ରତିବଦ୍ଧତା, ବିଶ୍ବାସ
ଅନ୍ୟ ଭାଷାରେ ଅନୁବାଦ :
The act of binding yourself (intellectually or emotionally) to a course of action.
His long commitment to public service.