ଅର୍ଥ : ଧର୍ମ ସମ୍ବନ୍ଧୀୟ ଉପଦେଶ
ଉଦାହରଣ :
ସେ ଧର୍ମ ଉପଦେଶ ଶୁଣି ଚୋରି କରିବ ନାହିଁ ବୋଲି ପ୍ରତିଜ୍ଞା କଲା
ସମକକ୍ଷ : ଧର୍ମ ଉପଦେଶ, ଧର୍ମ ବାଣୀ
ଅନ୍ୟ ଭାଷାରେ ଅନୁବାଦ :
धर्म संबंधी उपदेश जो दूसरों को धर्मनिष्ठ बनाने के लिए दिया जाता है।
उसने धर्मोपदेश सुनकर चोरी न करने की प्रतिज्ञा की।