ଅର୍ଥ : ବାସ୍ତବରେ ଭଉଣୀ ହୋଇନଥିଲେ ମଧ୍ୟ କଥାବାର୍ତ୍ତାରେ ଯାହାସହିତି ଜଣେ ଭଉଣୀର ସଂପର୍କ ଲଗାଯାଇଛି
ଉଦାହରଣ :
ସୀତା ମୋର ଧର୍ମ ଭଉଣୀ
ଅନ୍ୟ ଭାଷାରେ ଅନୁବାଦ :
वह बहन जो वास्तव में बहन न होने पर भी कहकर बनाई गयी हो या वह जिसके साथ बहन का नाता लगाया गया हो।
सीता मेरी मुँहबोली बहन है।