ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଗୋଟିଏ ବସ୍ତୁ ଆଉ ଗୋଟିଏ ବସ୍ତୁ ଉପରେ ବାଡ଼େଇହେବା
ଉଦାହରଣ : ବସ୍ଚାଳକ ବସ୍କୁ ଗଛରେ ବାଡ଼େଇ ଦେଲା
ସମକକ୍ଷ : ବାଡ଼େଇବା
ଅନ୍ୟ ଭାଷାରେ ଅନୁବାଦ :हिन्दी English
एक वस्तु को दूसरी वस्तु पर मारना।
Knock against with force or violence.
ଅର୍ଥ : ଧକ୍କାମାରି ବା ଠେଲିକରି ଆଗକୁ ପକାଇବା ବା ବଢ଼ାଇବା
ଉଦାହରଣ : ପିଲାମାନେ ପରସ୍ପର ଭିତରେ ଖେଳୁଖେଳୁ ଜଣେ ଅନ୍ୟସହ ଧକ୍କାଲାଗିଲା
ସମକକ୍ଷ : ଠେଲାପେଲା ହେବା
धक्के से या ठेलकर आगे गिराना या बढ़ाना।
Move with force.
ସଂସ୍ଥାପନ କରନ୍ତୁ