ଅର୍ଥ : ଈର୍ଷା ନରଖିବା ବା ଈର୍ଷାହୀନତା ସହିତ
ଉଦାହରଣ :
ଆମକୁ କୌଣସି ବି କାର୍ଯ୍ୟ ଈର୍ଷାଶୂନ୍ୟ ଭାବେ କରିବା ଆବଶ୍ୟକ
ସମକକ୍ଷ : ଈର୍ଷାରହିତ, ଈର୍ଷାଶୂନ୍ୟ, ଈର୍ଷାହୀନ ଭାବେ, ଈର୍ଷାହୀନତଃ, ଦ୍ୱେଷରହିତ, ଦ୍ୱେଷହୀନତଃ
ଅନ୍ୟ ଭାଷାରେ ଅନୁବାଦ :
ईर्ष्या न रखते हुए या ईर्ष्याहीनता के साथ।
हमें कोई भी कार्य ईर्ष्याहीनतः करना चाहिए।