ଅର୍ଥ : ଏକ ବର୍ଣ୍ଣବୃତ୍ତ
ଉଦାହରଣ :
ଦ୍ରୁତବିଳମ୍ବିତର ପ୍ରତ୍ୟେକ ଚରଣରେ ଗୋଟିଏ ନଗଣ, ଦୁଇଟି ଭଗଣ ଓ ଗୋଟିଏ ରଗଣ ଥାଏ
ସମକକ୍ଷ : ଦ୍ରୁତବିଳମ୍ବିତ, ସୁଂଦରୀ, ସୁନ୍ଦରୀ
ଅନ୍ୟ ଭାଷାରେ ଅନୁବାଦ :
एक वर्णवृत्त।
द्रुतविलंबित के प्रत्येक चरण में एक नगण, दो भगण और एक रगण होता है।