ଅର୍ଥ : ଅପରାଧହୀନ ହେବା ଅବସ୍ଥା ବା ଭାବ
ଉଦାହରଣ :
ଏହି ସାକ୍ଷୀଙ୍କ ବୟାନରେ ତାଙ୍କର ନିର୍ଦ୍ଦୋଷତା ପ୍ରମାଣିତ ହୋଇଯିବ
ସମକକ୍ଷ : ନିରପରାଧତା, ନିର୍ଦ୍ଦୋଷତା
ଅନ୍ୟ ଭାଷାରେ ଅନୁବାଦ :
A state or condition of being innocent of a specific crime or offense.
The trial established his innocence.