ଅର୍ଥ : କୌଣସି କାର୍ଯ୍ୟକୁ ବାରମ୍ବାର କରି ହାତକୁ ଅଭ୍ୟସ୍ତ କରିବା
ଉଦାହରଣ :
ବାପାଙ୍କ ସହିତ କାମ କରିକରି ସେ ନିଜ ହାତକୁ ଦୋରସ୍ତ କରିସାରିଲାଣି
ସମକକ୍ଷ : ଅଭ୍ୟସ୍ତକରିବା
ଅନ୍ୟ ଭାଷାରେ ଅନୁବାଦ :
बार-बार करके हाथ को किसी कार्य में अभ्यस्त करना।
पिता के साथ काम कर-करके उसने अपना हाथ भी बैठा लिया है।