ଅର୍ଥ : ଗୋଟିଏ ପ୍ରକାରର ସାପ ଯାହାର ମୁଣ୍ଡ ଏବଂ ଲାଞ୍ଜ ପ୍ରାୟ ଗୋଟିଏ ଭଳି ଦେଖାଯାଏ
ଉଦାହରଣ :
ସାପୁଆକେଳା ଦୋମୁଣ୍ଡିଆ ସାପ ଦେଖାଇବାକୁ ପ୍ରହସନ କରୁଥିଲା
ସମକକ୍ଷ : ଦୋମୁହାଁ ସାପ
ଅନ୍ୟ ଭାଷାରେ ଅନୁବାଦ :
एक तरह का साँप जिसका मुख और पूँछ लगभग एक जैसा दिखाई देते हैं।
मदारी दोमुँहा साँप दिखा रहा था।