ଅର୍ଥ : ଗୋଟିଏ ପ୍ରକାର ପେଟ ରୋଗ
ଉଦାହରଣ :
ବାଘ ଆଦି ପଶୁମାନଙ୍କର ନଖ ଏବଂଲୋମ ବା ମଳ,ମୂତ୍ର,ସ୍ତ୍ରୀରଜ ମିଶ୍ରିତ ଖାଦ୍ୟ ଶସ୍ୟ ବା ଘିଅ ଓ ମହୁର ମିଶ୍ରଣ ଖାଇଲେ ତଥା ଦୂଷିତ ପାଣି ପିଇବା କାରଣରୁ ଦୂଷ୍ୟୋଦର ରୋଗ ହୋଇଥାଏ
ସମକକ୍ଷ : ଦୂଷ୍ୟୋଦର
ଅନ୍ୟ ଭାଷାରେ ଅନୁବାଦ :
एक प्रकार का उदर रोग।
दुष्योदर शेर आदि पशुओं के नख और रोएँ या मल, मूत्र, आर्त्तव मिश्रित अन्न या घी और मधु के मिश्रण खाने तथा गंदा पानी पीने के कारण होता है।