ଅର୍ଥ : ଦୂର ବସ୍ତୁଗୁଡ଼ିକୁ ପାଖ, ପରିଷ୍କାର ଏବଂ ବଡ଼ ଦେଖାଇବାର ଯନ୍ତ୍ର
ଉଦାହରଣ :
ଆମେ ଦୂରବୀକ୍ଷଣ ଯନ୍ତ୍ରରେ ଦୂରର ବସ୍ତୁଗୁଡ଼ିକୁ ସ୍ପଷ୍ଟ ଦେଖିପାରିବୁ
ସମକକ୍ଷ : ଦୂରବୀକ୍ଷଣ ଯନ୍ତ୍ର
ଅନ୍ୟ ଭାଷାରେ ଅନୁବାଦ :
वह यंत्र जिससे दूर की वस्तुएँ पास, साफ और बड़ी दिखाई देती हैं तथा जिससे दोनों आँखों से एक साथ देख सकते हैं।
हम दूरबीन से दूर की वस्तुओं को साफ और स्पष्ट देख सकते हैं।