ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଦୂରବୀକ୍ଷଣ ଯନ୍ତ୍ର ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅର୍ଥ : ଦୂରର ବସ୍ତୁସମୂହର ଛବିକୁ ବଡକରି ଦେଖାଇପାରୁଥିବା ଗୋଟିଏ ଯନ୍ତ୍ର

ଉଦାହରଣ : ମୁମ୍ବେଇର ତାରାଗୃହରେ ଆକାଶର ଗ୍ରହ, ନକ୍ଷତ୍ରଆଦିକୁ ଦେଖିବା ପାଇଁ ଦୂରବୀକ୍ଷଣ ଯନ୍ତ୍ର ଲାଗିଛି

ସମକକ୍ଷ : ଟେଲିସ୍କୋପ୍, ଦୂରବୀକ୍ଷଣ


ଅନ୍ୟ ଭାଷାରେ ଅନୁବାଦ :

दूर की वस्तुओं की छवि को बड़ा करके दिखाने वाला एक यंत्र।

मुम्बई के तारागृह में आकाश के ग्रह, नक्षत्रों को देखने के लिए दूरबीन लगी है।
टेलिस्कोप, टेलीस्कोप, दूरबीन

A magnifier of images of distant objects.

scope, telescope

ଅର୍ଥ : ଦୂର ବସ୍ତୁଗୁଡ଼ିକୁ ପାଖ, ପରିଷ୍କାର ଏବଂ ବଡ଼ ଦେଖାଇବାର ଯନ୍ତ୍ର

ଉଦାହରଣ : ଆମେ ଦୂରବୀକ୍ଷଣ ଯନ୍ତ୍ରରେ ଦୂରର ବସ୍ତୁଗୁଡ଼ିକୁ ସ୍ପଷ୍ଟ ଦେଖିପାରିବୁ

ସମକକ୍ଷ : ଦୂରବୀନ୍ ଯନ୍ତ୍ର


ଅନ୍ୟ ଭାଷାରେ ଅନୁବାଦ :

वह यंत्र जिससे दूर की वस्तुएँ पास, साफ और बड़ी दिखाई देती हैं तथा जिससे दोनों आँखों से एक साथ देख सकते हैं।

हम दूरबीन से दूर की वस्तुओं को साफ और स्पष्ट देख सकते हैं।
दुरबीन, दुर्बीन, दूरदर्शक यंत्र, दूरबीन