ଅର୍ଥ : ସର୍ବଦା ରହିବା ବା କାମ କରିବା ବା ସବୁବେଳେ ଉପସ୍ଥିତି ରହିବା ବ୍ୟକ୍ତି
ଉଦାହରଣ :
ସଂସାରରେ କୌଣସି ବସ୍ତୁ ସ୍ଥାୟୀ ନୁହେଁ
ସମକକ୍ଷ : ସ୍ଥାୟୀ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଯାହା ଦୀର୍ଘ ସମୟ ପର୍ଯ୍ୟନ୍ତ ଚାଲେ
ଉଦାହରଣ :
ଏହା ଏକ ଦୀର୍ଘସ୍ଥାୟୀ ପରିଯୋଜନା
ସମକକ୍ଷ : ଚିରସ୍ଥାୟୀ
ଅନ୍ୟ ଭାଷାରେ ଅନୁବାଦ :
Relating to or extending over a relatively long time.
The long-run significance of the elections.