ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଗୋଟିଏ ଛୋଟ ଗୋଲାକାର ବସ୍ତୁ
ଉଦାହରଣ : ପିଲା ଭାରି ଖୁସିରେ ଡାଳିମ୍ବ ଦାନା ଖାଉଛି
ସମକକ୍ଷ : ଖାଦ୍ୟ କଣିକା
ଅନ୍ୟ ଭାଷାରେ ଅନୁବାଦ :हिन्दी
कोई छोटी वस्तु विशेषकर गोलाकार।
ଅର୍ଥ : ଶସ୍ୟରୁ ଅଲଗା ହୋଇଯାଇଥିବା ଖଣ୍ଡ
ଉଦାହରଣ : ଶିକାରୀ ଗଛତଳେ ଦାନା ବିଞ୍ଚି ଦେଇଥିଲା
ସମକକ୍ଷ : ଖୁଦ, ଶସ୍ୟକଣିକା
ଅନ୍ୟ ଭାଷାରେ ଅନୁବାଦ :हिन्दी English
अनाज का वह खंड जो उससे अलग हो गया हो।
A single whole grain of a cereal.
ଅର୍ଥ : ପକ୍ଷୀମାନଙ୍କୁ ଖାଇବାପାଇଁ ଦିଆଯାଉଥିବା ଦାନାଆଦି
ଉଦାହରଣ : ଶ୍ୟାମା କୁକୁଡ଼ାକୁ ଦାନା ଦେଉଛି
दाना आदि जो पक्षियों को खाने के लिए दिया जाता है।
Food given to birds. Usually mixed seeds.
ସଂସ୍ଥାପନ କରନ୍ତୁ