ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ନଅ ସହିତ ଏକ ମିଶିଲେ ମିଳୁଥିବା ସଂଖ୍ୟା
ଉଦାହରଣ : ଦିବ୍ୟା ଦଶ ପର୍ଯ୍ୟନ୍ତ ଗଣି ପାରୁଛି
ସମକକ୍ଷ : ୧୦
ଅନ୍ୟ ଭାଷାରେ ଅନୁବାଦ :हिन्दी English
नौ और एक के योग से प्राप्त संख्या।
The cardinal number that is the sum of nine and one. The base of the decimal system.
ଅର୍ଥ : କୌଣସି ଇଂରେଜୀ ମାସର ଦଶମ ଦିନରେ ପଡ଼ୁଥିବା ତାରିଖ
ଉଦାହରଣ : ଆସନ୍ତାମାସ ଦଶ ତାରିଖଠାରୁ ମୋ ପରୀକ୍ଷା ଆରମ୍ଭ ହେଉଛି
ସମକକ୍ଷ : ଦଶ ତାରିଖ
ଅର୍ଥ : ନଅ ଓ ଏକ
ଉଦାହରଣ : ସେ ଏଠାକୁ ଦଶ ଦିନ ପୂର୍ବରୁ ଆସିଥିଲା
नौ और एक।
Being one more than nine.
ସଂସ୍ଥାପନ କରନ୍ତୁ