ଅର୍ଥ : ଗରିବ କିମ୍ବା ନିର୍ଧନ ହେବାର ଅବସ୍ଥା ବା ଭାବ
ଉଦାହରଣ :
ଗରିବ ସ୍ତ୍ରୀ ସମସ୍ତଙ୍କ ଶାଳୀ ଗରିବର ଅବସ୍ଥା ଏପରି ଯେ ରାତିର ଖୋଲା ଆକାଶର ତାରା ଦେଖିଦେଖି ତାକୁ ଦିନ ବିତାଇବାକୁ ପଡ଼େ
ସମକକ୍ଷ : ଅଭାବ, ଦୈନ୍ୟ, ନିଅଣ୍ଟ, ନିର୍ଦ୍ଧନତା
ଅନ୍ୟ ଭାଷାରେ ଅନୁବାଦ :
गरीब या निर्धन होने की अवस्था या भाव।
गरीबी सबको सालती है।The state of having little or no money and few or no material possessions.
impoverishment, poorness, poverty