ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : କୌଣସି କଥା ବଢ଼ିବାକୁ ନଦେବା
ଉଦାହରଣ : ଅଦାଲତକୁ ଯିବା ପୂର୍ବରୁ ସେ ହତ୍ୟା ମାମଲାକୁ ଦବେଇଦେଲେ
ସମକକ୍ଷ : ଚାପି ଦେବା, ବନ୍ଦ କରିଦେବା
ଅନ୍ୟ ଭାଷାରେ ଅନୁବାଦ :हिन्दी English
किसी बात को बढ़ने न देना।
Suppress or crush completely.
ଅର୍ଥ : ନିଜ ହାତକୁ ଆସିଥିବା ଅନ୍ୟ କାହାର ଜିନିଷକୁ ନିଜ ପାଖରେ ରଖିନବା
ଉଦାହରଣ : ଶିଲା ନିଜ ନଣନ୍ଦର ଗହଣାକୁ ଲୁଚେଇଦେଲା
ସମକକ୍ଷ : ଚାପିଦେବା, ଛପେଇଦେବା, ଲୁଚେଇଦେବା
ଅନ୍ୟ ଭାଷାରେ ଅନୁବାଦ :हिन्दी
अपने हाथ में आई हुई किसी दूसरे की चीज़ अपने पास रोक रखना।
ସଂସ୍ଥାପନ କରନ୍ତୁ