ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଦଗା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଦଗା   ବିଶେଷ୍ୟ

ଅର୍ଥ : ନିଜ ଉପରେ ବିଶ୍ୱାସ କରିବା ବ୍ୟକ୍ତିର ବିଶ୍ୱାସ ବିପରୀତରେ କରାଯାଉଥିବା କାମ

ଉଦାହରଣ : ଈନ୍ଦିରା ଗାନ୍ଧୀଙ୍କର ଅଙ୍ଗରକ୍ଷକମାନେ ତାଙ୍କ ସହିତ ବିଶ୍ୱାସଘାତକତା କଲେ ଏବଂ ତାଙ୍କୁ ଗୁଳିକରି ମାରିଦେଲେ

ସମକକ୍ଷ : ପ୍ରତାରଣା, ବିଶ୍ୱାସଘାତକତା


ଅନ୍ୟ ଭାଷାରେ ଅନୁବାଦ :

अपने पर विश्वास करनेवाले के विश्वास के विपरीत किया जानेवाला कार्य।

इंदिरा गांधी के अंगरक्षकों ने उनके साथ विश्वासघात किया और उनको गोलियों से छलनी कर दिया।
अपघात, गद्दारी, ग़द्दारी, दग़ा, दग़ाबाज़ी, दगा, दगाबाजी, बददियानती, बेवफ़ाई, बेवफाई, विश्वासघात

An act of deliberate betrayal.

betrayal, perfidy, treachery, treason