ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଶରୀର ଉପରେଥିବା ଚମଡ଼ା
ଉଦାହରଣ : ଶୀତଦିନେ ବିଶେଷ ରୂପରେ ତ୍ୱଚାର ଯତ୍ନ ନେବା ଉଚିତ
ସମକକ୍ଷ : ଚମଡ଼ା, ଚର୍ମ
ଅନ୍ୟ ଭାଷାରେ ଅନୁବାଦ :हिन्दी English
शरीर पर का चमड़ा।
A natural protective body covering and site of the sense of touch.
ଅର୍ଥ : ଯାହା ଚର୍ମ ସହିତ ସମ୍ବନ୍ଧିତ
ଉଦାହରଣ : ସେ ଜଣେ ଚର୍ମରୋଗ ବିଶେଷଜ୍ଞ
ସମକକ୍ଷ : ଚମ, ଚର୍ମ
ଅନ୍ୟ ଭାଷାରେ ଅନୁବାଦ :हिन्दी
जो चर्म से संबंधित हो।
ସଂସ୍ଥାପନ କରନ୍ତୁ