ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଅବହେଳା କିମ୍ବା ଭୁଲ୍ ବିଚାର କାରଣରୁ ହେଉଥିବା କାମ
ଉଦାହରଣ : ତୁମକୁ ଏହି ଭୁଲ୍ର ଦଣ୍ଡ ନିଶ୍ଚୟ ମିଳିବ ରମା ପିତାଙ୍କଠାରେ ନିଜ ଭୁଲ୍ପାଇଁ କ୍ଷମା ମାଗିଲା
ସମକକ୍ଷ : ଅପରାଧ, ଅଶୁଦ୍ଧି, ଭୁଲ୍
ଅନ୍ୟ ଭାଷାରେ ଅନୁବାଦ :हिन्दी English
वह कार्य जो लापरवाही या ग़लत विचार के कारण होता है।
A wrong action attributable to bad judgment or ignorance or inattention.
ଅର୍ଥ : ଅସାବଧାନତା କାରଣରୁ କାର୍ଯ୍ୟର କୌଣସି ଏକ ଅଂଶ ଉପରେ ଧ୍ୟାନ ନଦେବା ବା ତାକୁ ସଂପୂର୍ଣ୍ଣ ନ କରିବା କ୍ରିୟା
ଉଦାହରଣ : ଯଦି ଆପଣ ମୁଣ୍ଡ ସ୍ଥିର ରଖିବେ ତା ହେଲେ କାମରେ ଅବହେଳା ହେଇନଥାନ୍ତା
ସମକକ୍ଷ : ଅବହେଳା, ଗଫଳତି
असावधानता के कारण कार्य के किसी अंग पर ध्यान न जाने या उसके रह जाने की क्रिया।
A mistake resulting from neglect.
ସଂସ୍ଥାପନ କରନ୍ତୁ