ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : କୌଣସି ହତିଆର ଆଦିର ପ୍ରାନ୍ତକୁ ରଗଡ଼ିକରି ଧାର କରିବା
ଉଦାହରଣ : କୃଷକ କୋଦାଳର ଦାଢ଼କୁ ଧାର କରୁଛି
ସମକକ୍ଷ : ତୀକ୍ଷ୍ଣ କରିବା, ଧାର କରିବା
ଅନ୍ୟ ଭାଷାରେ ଅନୁବାଦ :हिन्दी English
किसी हथियार आदि की धार को रगड़कर तेज करना।
Make sharp or sharper.
ସଂସ୍ଥାପନ କରନ୍ତୁ