ଅର୍ଥ : ଯିଏ ତର୍କଶାସ୍ତ୍ର ଜାଣିଛି
ଉଦାହରଣ :
ସେ ଜଣେ କୁଶଳ ତର୍କଶାସ୍ତ୍ରୀ
ସମକକ୍ଷ : ତାର୍କିକ
ଅନ୍ୟ ଭାଷାରେ ଅନୁବାଦ :
वह जो तर्कशास्त्र का ज्ञाता हो।
वह एक कुशल तर्कशास्त्री है।ଅର୍ଥ : ତର୍କଶାସ୍ତ୍ରରେ ବିଜ୍ଞ ବ୍ୟକ୍ତି
ଉଦାହରଣ :
ମୋ ସନ୍ଦେହର ସମାଧାନ କରିବାପାଇଁ କୌଣସି ଜଣେ ତର୍କବିଜ୍ଞାନୀଙ୍କୁ ଖୋଜୁଛି
ସମକକ୍ଷ : ତର୍କବିଜ୍ଞାନୀ