ଅର୍ଥ : କୃଷ୍ଣ ପକ୍ଷର ରାତି ଯେଉଁଥିରେ ଚାରିଆଡ଼େ ଅନ୍ଧାର ଘେରିଯାଇଥାଏ
ଉଦାହରଣ :
ଘରେ ରତ୍ନାବଳୀଙ୍କୁ ନପାଇ ତୁଳସୀଦାସ ଅନ୍ଧାର ରାତିରେ ହିଁ ଘରୁ ବାହାରି ପଡ଼ିଲେ
ସମକକ୍ଷ : ଅନ୍ଧାର ରାତି, କଳା ରାତି, ତାମସୀ
ଅନ୍ୟ ଭାଷାରେ ଅନୁବାଦ :
ऐसी रात जिसमें चारों तरफ़ अँधेरा छाया रहता है या चंद्रमा की रोशनी नहीं होती।
घर में रत्नावली को न पाकर तुलसीदास अँधेरी रात में ही घर से निकल पड़े।